or_tn/act/27/07.md

1.3 KiB

When we had sailed slowly ... finally arrived with difficulty

ତୁମେ ଏହା ସ୍ପଷ୍ଟ କରିପାରିବ ଯେ ସେମାନେ ଧିରେ ଧିରେ ଓ କଷ୍ଟର ସହିତ ଯାତ୍ରା କରିବାର କାରଣ ଥିଲା ଯେ ପବନ ସେମାନଙ୍କର ପ୍ରତିକୂଳରେ ବହୁଥିଲା I (ଦେଖ: rc://*/ta/man/translate/translate-names)

near Cnidus

ଏହା ଗୋଟିଏ ପ୍ରାଚୀନ ବସତି, ଯାହା ଆଧୁନିକ ତୁର୍କୀରେ ଅବସ୍ଥିତ I (ଦେଖ: rc://*/ta/man/translate/figs-explicit)

the wind no longer allowed us to go that way

ପ୍ରଚଣ୍ଡ ପବନ ସକାଶୁ ଆମ୍ଭେମାନେ ଆଉ ସେହି ପଥ ଦେଇ ଯାଇପାରିଲୁ ନାହିଁ

so we sailed along the sheltered side of Crete

ସେଥିପାଇଁ ଆମ୍ଭେମାନେ କ୍ରୀତୀର ଉହାଡ଼େ ଉହାଡ଼େ ଯାତ୍ରା କଲୁ ଯେଉଁଠାରେ ପବନର ବେଗ କମ୍ ଥିଲା

opposite Salmone

ଏହା କ୍ରୀତୀରେ ଥିବା ଗୋଟିଏ ଉପକୂଳବର୍ତ୍ତୀ ନଗର I (ଦେଖ: rc://*/ta/man/translate/translate-names)