or_tn/act/27/07.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# When we had sailed slowly ... finally arrived with difficulty
ତୁମେ ଏହା ସ୍ପଷ୍ଟ କରିପାରିବ ଯେ ସେମାନେ ଧିରେ ଧିରେ ଓ କଷ୍ଟର ସହିତ ଯାତ୍ରା କରିବାର କାରଣ ଥିଲା ଯେ ପବନ ସେମାନଙ୍କର ପ୍ରତିକୂଳରେ ବହୁଥିଲା I (ଦେଖ: [[rc://*/ta/man/translate/translate-names]])
# near Cnidus
ଏହା ଗୋଟିଏ ପ୍ରାଚୀନ ବସତି, ଯାହା ଆଧୁନିକ ତୁର୍କୀରେ ଅବସ୍ଥିତ I (ଦେଖ: [[rc://*/ta/man/translate/figs-explicit]])
# the wind no longer allowed us to go that way
ପ୍ରଚଣ୍ଡ ପବନ ସକାଶୁ ଆମ୍ଭେମାନେ ଆଉ ସେହି ପଥ ଦେଇ ଯାଇପାରିଲୁ ନାହିଁ
# so we sailed along the sheltered side of Crete
ସେଥିପାଇଁ ଆମ୍ଭେମାନେ କ୍ରୀତୀର ଉହାଡ଼େ ଉହାଡ଼େ ଯାତ୍ରା କଲୁ ଯେଉଁଠାରେ ପବନର ବେଗ କମ୍ ଥିଲା
# opposite Salmone
ଏହା କ୍ରୀତୀରେ ଥିବା ଗୋଟିଏ ଉପକୂଳବର୍ତ୍ତୀ ନଗର I (ଦେଖ: [[rc://*/ta/man/translate/translate-names]])