or_tn/act/26/26.md

2.3 KiB

For the king ... to him ... from him

ପାଉଲ ଏପର୍ଯ୍ୟନ୍ତ ରାଜା ଆଗ୍ରିପ୍ପାଙ୍କୁ କଥା କହୁଛନ୍ତି, କିନ୍ତୁ ସେ ତାହାଙ୍କୁ ତୃତୀୟ ପୁରୁଷରେ ସମ୍ବୋଧନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆପଣଙ୍କ ପାଇଁ ...ଆପଣଙ୍କ ପ୍ରତି ...ଆପଣଙ୍କ ଠାରୁ” (ଦେଖ: rc://*/ta/man/translate/figs-123person)

I speak freely

ପାଉଲ ରାଜାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହିବାକୁ ଭୟଭୀତ ନୁହନ୍ତି I ବିକଳ୍ପ ଅନୁବାଦ: “ମୁଁ ସାହସରେ କଥା କହୁଛି”

I am persuaded

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ” (ଦେଖ: rc://*/ta/man/translate/figs-activepassive)

that none of this is hidden from him

ଏହାକୁ କର୍ତ୍ତୃବାଚ୍ୟରେ ଓ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ସେ ଏ ବିଷୟରେ ସଚେତନ ଅଟନ୍ତି” କିମ୍ବା “ଯେ ଆପଣ ଏ ବିଷୟରେ ସଚେତନ ଅଟନ୍ତି” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-litotes]])

has not been done in a corner

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଗୋଟିଏ କୋଣରେ ଘଟି ନାହିଁ” (ଦେଖ: rc://*/ta/man/translate/figs-activepassive)

in a corner

ଗୋପନରେ କିଛି କରିବାର ଅର୍ଥ ହେଉଛି ସତେ ଯେପରି ଜଣେ ଲୋକ ଯାଇ କୋଠାରୀର କୋଣରେ କିଛି ଗୋଟାଏ କଲା, ଯେଉଁଠାରେ କେହି ତାଙ୍କୁ ଦେଖିପାରିବେ ନାହିଁ I ବିକଳ୍ପ ଅନୁବାଦ: “ଅନ୍ଧାର ଜାଗାରେ” କିମ୍ବା “ଗୁପ୍ତରେ” (ଦେଖ: rc://*/ta/man/translate/figs-metaphor)