or_tn/act/26/26.md

24 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# For the king ... to him ... from him
ପାଉଲ ଏପର୍ଯ୍ୟନ୍ତ ରାଜା ଆଗ୍ରିପ୍ପାଙ୍କୁ କଥା କହୁଛନ୍ତି, କିନ୍ତୁ ସେ ତାହାଙ୍କୁ ତୃତୀୟ ପୁରୁଷରେ ସମ୍ବୋଧନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆପଣଙ୍କ ପାଇଁ ...ଆପଣଙ୍କ ପ୍ରତି ...ଆପଣଙ୍କ ଠାରୁ” (ଦେଖ: [[rc://*/ta/man/translate/figs-123person]])
# I speak freely
ପାଉଲ ରାଜାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହିବାକୁ ଭୟଭୀତ ନୁହନ୍ତି I ବିକଳ୍ପ ଅନୁବାଦ: “ମୁଁ ସାହସରେ କଥା କହୁଛି”
# I am persuaded
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ନିଶ୍ଚିତ” (ଦେଖ: [[rc://*/ta/man/translate/figs-activepassive]])
# that none of this is hidden from him
ଏହାକୁ କର୍ତ୍ତୃବାଚ୍ୟରେ ଓ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ସେ ଏ ବିଷୟରେ ସଚେତନ ଅଟନ୍ତି” କିମ୍ବା “ଯେ ଆପଣ ଏ ବିଷୟରେ ସଚେତନ ଅଟନ୍ତି” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-litotes]])
# has not been done in a corner
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଗୋଟିଏ କୋଣରେ ଘଟି ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# in a corner
ଗୋପନରେ କିଛି କରିବାର ଅର୍ଥ ହେଉଛି ସତେ ଯେପରି ଜଣେ ଲୋକ ଯାଇ କୋଠାରୀର କୋଣରେ କିଛି ଗୋଟାଏ କଲା, ଯେଉଁଠାରେ କେହି ତାଙ୍କୁ ଦେଖିପାରିବେ ନାହିଁ I ବିକଳ୍ପ ଅନୁବାଦ: “ଅନ୍ଧାର ଜାଗାରେ” କିମ୍ବା “ଗୁପ୍ତରେ” (ଦେଖ: [[rc://*/ta/man/translate/figs-metaphor]])