or_tn/act/26/23.md

1.5 KiB

that Christ must suffer

ତୁମେ ସ୍ପଷ୍ଟ କରିପାରିବ ଯେ ଖ୍ରୀଷ୍ଟ ନିଶ୍ଚୟ ମୃତ୍ୟୁଭୋଗ କରିବା ମଧ୍ୟ ଆବଶ୍ୟକ I ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଆବଶ୍ୟକ” (ଦେଖ: rc://*/ta/man/translate/figs-explicit)

to rise

ପୁନରୁତ୍ଥିତ ହୋଇ

from the dead

“ମୃତ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ଲୋକମାନଙ୍କର ଆତ୍ମାମାନଙ୍କୁ ବୁଝାଏ I ସେମାନଙ୍କ ମଧ୍ୟରୁ ଉଠିବାର ଅର୍ଥ ପୁନର୍ବାର ଜୀବିତ ହେବା I

he would proclaim light

ସେ ଆଲୋକ ବିଷୟରେ ସମ୍ବାଦ ଘୋଷଣା କରିବେ I ଈଶ୍ବର କିପରି ଲୋକମାନଙ୍କୁ ପରିତ୍ରାଣ କରନ୍ତି, ସେ ବିଷୟରେ ଲୋକମାନଙ୍କୁ କହିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଜଣେ ଆଲୋକ ବିଷୟରେ କହୁଛି I ବିକଳ୍ପ ଅନୁବାଦ: ‘ଇଶ୍ବର କିପରି ପରିତ୍ରାଣ କରନ୍ତି, ସେ ବିଷୟରେ ସେ ସମ୍ବାଦ ଘୋଷଣା କରିବେ” (ଦେଖ: rc://*/ta/man/translate/figs-metaphor)