or_tn/act/26/23.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# that Christ must suffer
ତୁମେ ସ୍ପଷ୍ଟ କରିପାରିବ ଯେ ଖ୍ରୀଷ୍ଟ ନିଶ୍ଚୟ ମୃତ୍ୟୁଭୋଗ କରିବା ମଧ୍ୟ ଆବଶ୍ୟକ I ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଆବଶ୍ୟକ” (ଦେଖ: [[rc://*/ta/man/translate/figs-explicit]])
# to rise
ପୁନରୁତ୍ଥିତ ହୋଇ
# from the dead
“ମୃତ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ଲୋକମାନଙ୍କର ଆତ୍ମାମାନଙ୍କୁ ବୁଝାଏ I ସେମାନଙ୍କ ମଧ୍ୟରୁ ଉଠିବାର ଅର୍ଥ ପୁନର୍ବାର ଜୀବିତ ହେବା I
# he would proclaim light
ସେ ଆଲୋକ ବିଷୟରେ ସମ୍ବାଦ ଘୋଷଣା କରିବେ I ଈଶ୍ବର କିପରି ଲୋକମାନଙ୍କୁ ପରିତ୍ରାଣ କରନ୍ତି, ସେ ବିଷୟରେ ଲୋକମାନଙ୍କୁ କହିବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ଜଣେ ଆଲୋକ ବିଷୟରେ କହୁଛି I ବିକଳ୍ପ ଅନୁବାଦ: ‘ଇଶ୍ବର କିପରି ପରିତ୍ରାଣ କରନ୍ତି, ସେ ବିଷୟରେ ସେ ସମ୍ବାଦ ଘୋଷଣା କରିବେ” (ଦେଖ: [[rc://*/ta/man/translate/figs-metaphor]])