or_tn/act/26/20.md

1.1 KiB

turn to God

ଈଶ୍ବରଙ୍କଠାରେ ଭରସା ରଖିବାକୁ ଆରମ୍ଭ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ଈଶ୍ବରଙ୍କ ଆଡକୁ ଚାଲିବା ନିମନ୍ତେ ଆରମ୍ଭ କରିବାକୁ ଫେରୁଛି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରେ ଭରସା ରଖ” (ଦେଖ: rc://*/ta/man/translate/figs-metaphor)

doing deeds worthy of repentance

ଗୁଣବାଚକ ବିଶେଷ୍ୟ “ମନପରିବର୍ତ୍ତନ” ଶବ୍ଦକୁ କ୍ରିୟାଭାବରେ “ମନପରିବର୍ତ୍ତନ କଲେ” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ମନପରିବର୍ତ୍ତନ କରିଅଛନ୍ତି ବୋଲି ଦେଖାଇବାକୁ ଉତ୍ତମ କାର୍ଯ୍ୟ କରିବାକୁ ଆରମ୍ଭ କଲେ” (ଦେଖ: rc://*/ta/man/translate/figs-abstractnouns)