or_tn/act/26/20.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# turn to God
ଈଶ୍ବରଙ୍କଠାରେ ଭରସା ରଖିବାକୁ ଆରମ୍ଭ କରିବା ବିଷୟକୁ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ଈଶ୍ବରଙ୍କ ଆଡକୁ ଚାଲିବା ନିମନ୍ତେ ଆରମ୍ଭ କରିବାକୁ ଫେରୁଛି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରେ ଭରସା ରଖ” (ଦେଖ: [[rc://*/ta/man/translate/figs-metaphor]])
# doing deeds worthy of repentance
ଗୁଣବାଚକ ବିଶେଷ୍ୟ “ମନପରିବର୍ତ୍ତନ” ଶବ୍ଦକୁ କ୍ରିୟାଭାବରେ “ମନପରିବର୍ତ୍ତନ କଲେ” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ମନପରିବର୍ତ୍ତନ କରିଅଛନ୍ତି ବୋଲି ଦେଖାଇବାକୁ ଉତ୍ତମ କାର୍ଯ୍ୟ କରିବାକୁ ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-abstractnouns]])