or_tn/act/26/10.md

553 B

when they were killed, I cast my vote against them

“ବଧ କରାଗଲେ” ବାକ୍ୟାଂଶଟିକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ମୃତ୍ୟୁ ଦଣ୍ଡାଜ୍ଞା ଦେବାକୁ ଅନ୍ୟ ଯିହୂଦୀ ନେତାମାନଙ୍କ ସହିତ ମୁଁ ଏକମତ ହୋଇଥିଲି” (ଦେଖ: rc://*/ta/man/translate/figs-activepassive)