# when they were killed, I cast my vote against them “ବଧ କରାଗଲେ” ବାକ୍ୟାଂଶଟିକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନଙ୍କୁ ମୃତ୍ୟୁ ଦଣ୍ଡାଜ୍ଞା ଦେବାକୁ ଅନ୍ୟ ଯିହୂଦୀ ନେତାମାନଙ୍କ ସହିତ ମୁଁ ଏକମତ ହୋଇଥିଲି” (ଦେଖ: [[rc://*/ta/man/translate/figs-activepassive]])