or_tn/act/26/09.md

984 B

Now indeed

ପାଉଲ ଆପଣା ପକ୍ଷ ସମର୍ଥନ କରିବାରେ ଆଉ ଗୋଟିଏ ଦିଗ ବଦଳାଇବାର ବିଷୟକୁ ଚିହ୍ନଟପାଇଁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I ସେ ପୂର୍ବରୁ କିପରି ଯୀଶୁଙ୍କର ଲୋକମାନଙ୍କୁ ତାଡନା କରୁଥିଲେ, ତାହା ବର୍ତ୍ତମାନ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

against the name of Jesus

ଏଠାରେ “ନାମ” ଶବ୍ଦଟି ଜଣେ ଲୋକ ବିଷୟରେ ଥିବା ଶିକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେବାପାଇଁ ବନ୍ଦ କରିବାକୁ” (ଦେଖ: rc://*/ta/man/translate/figs-metonymy)