# Now indeed ପାଉଲ ଆପଣା ପକ୍ଷ ସମର୍ଥନ କରିବାରେ ଆଉ ଗୋଟିଏ ଦିଗ ବଦଳାଇବାର ବିଷୟକୁ ଚିହ୍ନଟପାଇଁ ଏହି ବାକ୍ୟାଂଶ ବ୍ୟବହାର କରୁଛନ୍ତି I ସେ ପୂର୍ବରୁ କିପରି ଯୀଶୁଙ୍କର ଲୋକମାନଙ୍କୁ ତାଡନା କରୁଥିଲେ, ତାହା ବର୍ତ୍ତମାନ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I # against the name of Jesus ଏଠାରେ “ନାମ” ଶବ୍ଦଟି ଜଣେ ଲୋକ ବିଷୟରେ ଥିବା ଶିକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେବାପାଇଁ ବନ୍ଦ କରିବାକୁ” (ଦେଖ: [[rc://*/ta/man/translate/figs-metonymy]])