or_tn/act/26/06.md

1.6 KiB

General Information:

ଏଠାରେ “ତୁମ୍ଭେମାନେ” ବହୁବାଚକ ଓ ପାଉଲଙ୍କ କଥାକୁ ଶୁଣୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Now

ଏହି ଶବ୍ଦ ପାଉଲ ଆପଣା ଅତୀତ ଉପରେ ଆଲୋଚନା କରୁଥିବା ବିଷୟଠାରୁ ଆପଣାର ବର୍ତ୍ତମାନ ବିଷୟକୁ ଦିଗ ବଦଳାଇବାର ସଙ୍କେତ ଦେଉଛି I

I stand here to be judged

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଏଠାରେ, ଯେଉଁଠାରେ ସେମାନେ ମୋତେ ବିଚାରାଧିନ କରି ରଖିଛନ୍ତି” (ଦେଖ: rc://*/ta/man/translate/figs-activepassive)

of my certain hope in the promise made by God to our fathers

ଏହା ଏକ ପ୍ରତିଜ୍ଞା ବିଷୟରେ କହୁଛି ସତେ ଯେପରି ଏହା କିଛି ଜିନିଷ, ଯାହା ଜଣେ ଅନାଇ ଦେଖିପାରିବ I ବିକଳ୍ପ ଅନୁବାଦ: “ମୁଁ ଆଶାର ସହିତ ଅପେକ୍ଷା କରୁଛି ଯେ ଇଶ୍ବର ଯାହା କରିବେ ବୋଲି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ, ସେ ତାହା କରିବେ I (ଦେଖ: rc://*/ta/man/translate/figs-metaphor)