or_tn/act/26/06.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ତୁମ୍ଭେମାନେ” ବହୁବାଚକ ଓ ପାଉଲଙ୍କ କଥାକୁ ଶୁଣୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# Now
ଏହି ଶବ୍ଦ ପାଉଲ ଆପଣା ଅତୀତ ଉପରେ ଆଲୋଚନା କରୁଥିବା ବିଷୟଠାରୁ ଆପଣାର ବର୍ତ୍ତମାନ ବିଷୟକୁ ଦିଗ ବଦଳାଇବାର ସଙ୍କେତ ଦେଉଛି I
# I stand here to be judged
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଏଠାରେ, ଯେଉଁଠାରେ ସେମାନେ ମୋତେ ବିଚାରାଧିନ କରି ରଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# of my certain hope in the promise made by God to our fathers
ଏହା ଏକ ପ୍ରତିଜ୍ଞା ବିଷୟରେ କହୁଛି ସତେ ଯେପରି ଏହା କିଛି ଜିନିଷ, ଯାହା ଜଣେ ଅନାଇ ଦେଖିପାରିବ I ବିକଳ୍ପ ଅନୁବାଦ: “ମୁଁ ଆଶାର ସହିତ ଅପେକ୍ଷା କରୁଛି ଯେ ଇଶ୍ବର ଯାହା କରିବେ ବୋଲି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ, ସେ ତାହା କରିବେ I (ଦେଖ: [[rc://*/ta/man/translate/figs-metaphor]])