or_tn/act/26/04.md

1.1 KiB
Raw Permalink Blame History

all the Jews

ଏହା ଏକ ସାଧାରଣ ଅନୁମାନ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ସାଧାରଣ ଭାବରେ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ପାଉଲଙ୍କ ବିଷୟରେ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀମାନେ” କିମ୍ବା ) ଏହା ଫାରୂଶୀମାନଙ୍କୁ ବୁଝାଏ, ଯେଉଁମାନେ ପାଉଲଙ୍କୁ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: rc://*/ta/man/translate/figs-hyperbole)

in my own nation

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରେ, ଇଶ୍ରାୟେଲର ଭୌଗଳିକ ସୀମା ମଧ୍ୟରେ ହେବା ଆବଶ୍ୟକ ନୁହଁ କିମ୍ବା ) ଇଶ୍ରାୟେଲ ଦେଶରେ