# all the Jews ଏହା ଏକ ସାଧାରଣ ଅନୁମାନ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ସାଧାରଣ ଭାବରେ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ପାଉଲଙ୍କ ବିଷୟରେ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀମାନେ” କିମ୍ବା ୨) ଏହା ଫାରୂଶୀମାନଙ୍କୁ ବୁଝାଏ, ଯେଉଁମାନେ ପାଉଲଙ୍କୁ ଜାଣିଥିଲେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-hyperbole]]) # in my own nation ସମ୍ଭାବିତ ଅର୍ଥଗୁଡିକ ହେଲା ୧) ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରେ, ଇଶ୍ରାୟେଲର ଭୌଗଳିକ ସୀମା ମଧ୍ୟରେ ହେବା ଆବଶ୍ୟକ ନୁହଁ କିମ୍ବା ୨) ଇଶ୍ରାୟେଲ ଦେଶରେ