or_tn/act/26/02.md

1.5 KiB

I regard myself as happy

ପାଉଲ ଖୁସି ଥିଲେ କାରଣ ଆଗ୍ରିପ୍ପାଙ୍କ ସମ୍ମୁଖରେ ଉଭାହେବା ବିଷୟକୁ ସୁସମାଚାର ସମ୍ବନ୍ଧରେ କହିବାପାଇଁ ଏକ ସୁଯୋଗ ବୋଲି ସେ ବିବେଚନା କଲେ I

to make my case

ଏହି ବାକ୍ୟାଂଶଟିର ଅର୍ଥ ଜଣକର ପରିସ୍ଥିତିକୁ ବର୍ଣ୍ଣନା କରିବା, ଯେପରି ବିଚାରାଳୟରେ ଥିବା ଲୋକମାନେ ଆଲୋଚନା କରି ସେ ବିଷୟରେ ନିଷ୍ପତ୍ତି ନେବେ I ବିକଳ୍ପ ଅନୁବାଦ: “ଆପଣା ପକ୍ଷ ସମର୍ଥନ କରିବାକୁ”

against all the accusations of the Jews

ଗୁଣବାଚକ ବିଶେଷ୍ୟ “ଅଭିଯୋଗ”କୁ କ୍ରିୟାଭାବରେ “ଅଭିଯୋଗ କରିବା” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ଯିହୂଦୀମାନେ ମୋ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି” (ଦେଖ: rc://*/ta/man/translate/figs-abstractnouns)

the Jews

ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: rc://*/ta/man/translate/figs-synecdoche)