or_tn/act/26/02.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# I regard myself as happy
ପାଉଲ ଖୁସି ଥିଲେ କାରଣ ଆଗ୍ରିପ୍ପାଙ୍କ ସମ୍ମୁଖରେ ଉଭାହେବା ବିଷୟକୁ ସୁସମାଚାର ସମ୍ବନ୍ଧରେ କହିବାପାଇଁ ଏକ ସୁଯୋଗ ବୋଲି ସେ ବିବେଚନା କଲେ I
# to make my case
ଏହି ବାକ୍ୟାଂଶଟିର ଅର୍ଥ ଜଣକର ପରିସ୍ଥିତିକୁ ବର୍ଣ୍ଣନା କରିବା, ଯେପରି ବିଚାରାଳୟରେ ଥିବା ଲୋକମାନେ ଆଲୋଚନା କରି ସେ ବିଷୟରେ ନିଷ୍ପତ୍ତି ନେବେ I ବିକଳ୍ପ ଅନୁବାଦ: “ଆପଣା ପକ୍ଷ ସମର୍ଥନ କରିବାକୁ”
# against all the accusations of the Jews
ଗୁଣବାଚକ ବିଶେଷ୍ୟ “ଅଭିଯୋଗ”କୁ କ୍ରିୟାଭାବରେ “ଅଭିଯୋଗ କରିବା” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ଯିହୂଦୀମାନେ ମୋ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି” (ଦେଖ: [[rc://*/ta/man/translate/figs-abstractnouns]])
# the Jews
ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-synecdoche]])