or_tn/act/25/17.md

1.6 KiB

Therefore

କାରଣ ମୁଁ ଏବେ ଯାହା କହିଛି, ତାହା ସତ୍ୟ ଅଟେ I ଫେଷ୍ଟ ଏହି କ୍ଷଣି କହିଥିଲେ ଯେ ଜଣେ ଅଭିଯୁକ୍ତ ଲୋକ ଆପଣା ଅଭିଯୋଗକାରୀଙ୍କର ସମ୍ମୁଖିନ ହୋଇ ଆପଣା ପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇବା ଉଚିତ I

when they came together here

ଯେତେବେଳେ ଯିହୂଦୀ ନେତାମାନେ ଆମ୍ଭ ସହିତ ସାକ୍ଷାତ କରିବାକୁ ଏଠାକୁ ଆସିଲେ

I sat in the judgment seat

ଏଠାରେ “ବିଚାରାସନ” ଶବ୍ଦଟି ବିଚାରପତି ଭାବରେ ଫେଷ୍ଟ ପାଉଲଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ବିଚାରକର୍ତ୍ତା ଭାବରେ କାର୍ଯ୍ୟ କରିବାକୁ ଆମ୍ଭେ ଆସନରେ ବସିଲୁ” କିମ୍ବା “ଆମ୍ଭେ ବିଚାରକର୍ତ୍ତା ଭାବରେ ବସିଲୁ” (ଦେଖ: rc://*/ta/man/translate/figs-metonymy)

I ordered the man to be brought in

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ପାଉଲଙ୍କୁ ଆମ୍ଭ ସମ୍ମୁଖକୁ ଆଣିବାପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲୁ” (ଦେଖ: rc://*/ta/man/translate/figs-activepassive)