or_tn/act/25/17.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Therefore
କାରଣ ମୁଁ ଏବେ ଯାହା କହିଛି, ତାହା ସତ୍ୟ ଅଟେ I ଫେଷ୍ଟ ଏହି କ୍ଷଣି କହିଥିଲେ ଯେ ଜଣେ ଅଭିଯୁକ୍ତ ଲୋକ ଆପଣା ଅଭିଯୋଗକାରୀଙ୍କର ସମ୍ମୁଖିନ ହୋଇ ଆପଣା ପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇବା ଉଚିତ I
# when they came together here
ଯେତେବେଳେ ଯିହୂଦୀ ନେତାମାନେ ଆମ୍ଭ ସହିତ ସାକ୍ଷାତ କରିବାକୁ ଏଠାକୁ ଆସିଲେ
# I sat in the judgment seat
ଏଠାରେ “ବିଚାରାସନ” ଶବ୍ଦଟି ବିଚାରପତି ଭାବରେ ଫେଷ୍ଟ ପାଉଲଙ୍କର ବିଚାର କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ବିଚାରକର୍ତ୍ତା ଭାବରେ କାର୍ଯ୍ୟ କରିବାକୁ ଆମ୍ଭେ ଆସନରେ ବସିଲୁ” କିମ୍ବା “ଆମ୍ଭେ ବିଚାରକର୍ତ୍ତା ଭାବରେ ବସିଲୁ” (ଦେଖ: [[rc://*/ta/man/translate/figs-metonymy]])
# I ordered the man to be brought in
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ପାଉଲଙ୍କୁ ଆମ୍ଭ ସମ୍ମୁଖକୁ ଆଣିବାପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲୁ” (ଦେଖ: [[rc://*/ta/man/translate/figs-activepassive]])