or_tn/act/25/14.md

819 B

A certain man was left behind here by Felix as a prisoner

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଫେଲିକ୍ସ୍ ପଦ ତ୍ୟାଗ କରି ଗଲେ, ସେ ଏଠାରେ ଜଣେ ଲୋକକୁ ବନ୍ଦୀକରି ରଖିଯାଇଛନ୍ତି” (ଦେଖ: rc://*/ta/man/translate/figs-activepassive)

Felix

ଫେଲିକ୍ସ୍ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ, ଯେ କାଇସରିଆରେ ରହୁଥିଲେ I ତୁମେ ଏହି ନାମକୁ ପ୍ରେରିତ ୨୩:୨୪ରେ କିପରି ଅନୁବାଦ କଲ ତାହା ଦେଖ I