or_tn/act/25/14.md

8 lines
819 B
Markdown
Raw Permalink Normal View History

2020-11-19 00:15:53 +00:00
# A certain man was left behind here by Felix as a prisoner
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଫେଲିକ୍ସ୍ ପଦ ତ୍ୟାଗ କରି ଗଲେ, ସେ ଏଠାରେ ଜଣେ ଲୋକକୁ ବନ୍ଦୀକରି ରଖିଯାଇଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# Felix
ଫେଲିକ୍ସ୍ ସେହି ଅଞ୍ଚଳର ରୋମୀୟ ଶାସନକର୍ତ୍ତା ଥିଲେ, ଯେ କାଇସରିଆରେ ରହୁଥିଲେ I ତୁମେ ଏହି ନାମକୁ [ପ୍ରେରିତ ୨୩:୨୪](../23/24.md)ରେ କିପରି ଅନୁବାଦ କଲ ତାହା ଦେଖ I