or_tn/act/25/10.md

672 B

I stand before the judgment seat of Caesar where I must be judged

“ବିଚାରାସନ” କାଇସରଙ୍କର ପାଉଲଙ୍କୁ ବିଚାର କରିବାର ଅଧିକାରକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ କାଇସରଙ୍କ ସମ୍ମୁଖକୁ ଯିବାପାଇଁ ନିବେଦନ କରୁଅଛି, ଯେପରି ସେ ମୋହର ବିଚାର କରିବେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])