# I stand before the judgment seat of Caesar where I must be judged “ବିଚାରାସନ” କାଇସରଙ୍କର ପାଉଲଙ୍କୁ ବିଚାର କରିବାର ଅଧିକାରକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ କାଇସରଙ୍କ ସମ୍ମୁଖକୁ ଯିବାପାଇଁ ନିବେଦନ କରୁଅଛି, ଯେପରି ସେ ମୋହର ବିଚାର କରିବେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])