or_tn/act/25/09.md

1.3 KiB

Connecting Statement:

ପାଉଲ ବିଚାରିତ ହେବା ନିମନ୍ତେ କାଇସରଙ୍କ ସମ୍ମୁଖକୁ ନିଆଯିବା ନିମନ୍ତେ ନିବେଦନ କରୁଛନ୍ତି I

wanted to gain the favor of the Jews

ଏଠାରେ “ଯିହୂଦୀମାନେ”ର ଅର୍ଥ ଯିହୂଦୀ ନେତାମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଲେ” (ଦେଖ: rc://*/ta/man/translate/figs-synecdoche)

to go up to Jerusalem

ଭୌଗଳିକଭାବରେ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଅବସ୍ଥିତ I ସେଥିପାଇଁ ଯିରୂଶାଲମ ଉପରକୁ ଯିବା ବୋଲି କହିବା ସାଧାରଣ ଥିଲା I

and to be judged by me about these things there

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ଆମ୍ଭେ ଏହିସବୁ ଅଭିଯୋଗ ବିଷୟରେ ତୁମ୍ଭର ବିଚାର କରିବା” (ଦେଖ: rc://*/ta/man/translate/figs-activepassive)