or_tn/act/25/09.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବିଚାରିତ ହେବା ନିମନ୍ତେ କାଇସରଙ୍କ ସମ୍ମୁଖକୁ ନିଆଯିବା ନିମନ୍ତେ ନିବେଦନ କରୁଛନ୍ତି I
# wanted to gain the favor of the Jews
ଏଠାରେ “ଯିହୂଦୀମାନେ”ର ଅର୍ଥ ଯିହୂଦୀ ନେତାମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଲେ” (ଦେଖ: [[rc://*/ta/man/translate/figs-synecdoche]])
# to go up to Jerusalem
ଭୌଗଳିକଭାବରେ ଯିରୂଶାଲମ କାଇସରିଆଠାରୁ ଉଚ୍ଚରେ ଅବସ୍ଥିତ I ସେଥିପାଇଁ ଯିରୂଶାଲମ ଉପରକୁ ଯିବା ବୋଲି କହିବା ସାଧାରଣ ଥିଲା I
# and to be judged by me about these things there
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ଆମ୍ଭେ ଏହିସବୁ ଅଭିଯୋଗ ବିଷୟରେ ତୁମ୍ଭର ବିଚାର କରିବା” (ଦେଖ: [[rc://*/ta/man/translate/figs-activepassive]])