or_tn/act/25/03.md

821 B

asked him for a favor

ଏଠାରେ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I

that Festus might summon Paul to Jerusalem

ଏହାର ଅର୍ଥ ହେଉଛି ଯେ ଫେଷ୍ଟ ପାଉଲଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେବେ I ବିକଳ୍ପ ଅନୁବାଦ: “ଯେ ସେ ପାଉଲଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେବେ”

so that they could kill him along the way

ସେମାନେ ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ଯାଉଥିଲେ I