# asked him for a favor ଏଠାରେ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I # that Festus might summon Paul to Jerusalem ଏହାର ଅର୍ଥ ହେଉଛି ଯେ ଫେଷ୍ଟ ପାଉଲଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେବେ I ବିକଳ୍ପ ଅନୁବାଦ: “ଯେ ସେ ପାଉଲଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେବେ” # so that they could kill him along the way ସେମାନେ ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ଯାଉଥିଲେ I