or_tn/act/24/21.md

8 lines
906 B
Markdown

# It is concerning the resurrection of the dead
ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ “ଇଶ୍ବର ପୁନର୍ଜୀବିତ କରନ୍ତି” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ମୁଁ ବିଶ୍ବାସ କରୁଅଛି ଯେ ମୃତ ଲୋକମାନଙ୍କୁ ଇଶ୍ବର ପୁନର୍ଜୀବିତ କରିବେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-nominaladj]])
# I am on trial before you today
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣ ଆଜି ମୋହର ବିଚାର କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])