or_tn/act/24/21.md

906 B

It is concerning the resurrection of the dead

ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ “ଇଶ୍ବର ପୁନର୍ଜୀବିତ କରନ୍ତି” ବୋଲି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ମୁଁ ବିଶ୍ବାସ କରୁଅଛି ଯେ ମୃତ ଲୋକମାନଙ୍କୁ ଇଶ୍ବର ପୁନର୍ଜୀବିତ କରିବେ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-nominaladj]])

I am on trial before you today

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣ ଆଜି ମୋହର ବିଚାର କରୁଛନ୍ତି” (ଦେଖ: rc://*/ta/man/translate/figs-activepassive)