or_tn/act/24/15.md

1.4 KiB

as these men

ଏମାନେ ନିଜେ ଯେପରି କରନ୍ତି I ଏଠାରେ “ଏମାନେ” ପାଉଲଙ୍କୁ ବିଚାରାଳୟରେ ଦୋଷାରୋପ କରୁଥିବା ଯିହୂଦୀ ଲୋକମାନଙ୍କୁ ବୁଝାଏ I

that there will be a resurrection of both the righteous and the wicked

ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ “ଉଠାଇବା” କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଇଶ୍ବର ମୃତ୍ୟୁଭୋଗ କରିଥିବା ସମସ୍ତଙ୍କୁ, ଉଭୟ ଧାର୍ମିକ ଓ ଅଧାର୍ମିକମାନଙ୍କୁ ଉଠାଇବେ” (ଦେଖ: rc://*/ta/man/translate/figs-abstractnouns)

the righteous and the wicked

ଏହି ନାମବାଚକ ବିଶେଷଣଗୁଡିକ ଧାର୍ମିକ ଓ ଦୁଷ୍ଟ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଧାର୍ମିକ ଓ ଦୁଷ୍ଟ ଲୋକମାନେ” କିମ୍ବା “ଯେଉଁମାନେ ଉତ୍ତମ କାର୍ଯ୍ୟ କରିଛନ୍ତି ଓ ଯେଉଁମାନେ ମନ୍ଦ କାର୍ଯ୍ୟ କରିଛନ୍ତି” (ଦେଖ: rc://*/ta/man/translate/figs-nominaladj)