or_tn/act/24/15.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# as these men
ଏମାନେ ନିଜେ ଯେପରି କରନ୍ତି I ଏଠାରେ “ଏମାନେ” ପାଉଲଙ୍କୁ ବିଚାରାଳୟରେ ଦୋଷାରୋପ କରୁଥିବା ଯିହୂଦୀ ଲୋକମାନଙ୍କୁ ବୁଝାଏ I
# that there will be a resurrection of both the righteous and the wicked
ଗୁଣବାଚକ ବିଶେଷ୍ୟ “ପୁନରୁତ୍ଥାନ”କୁ “ଉଠାଇବା” କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ ଇଶ୍ବର ମୃତ୍ୟୁଭୋଗ କରିଥିବା ସମସ୍ତଙ୍କୁ, ଉଭୟ ଧାର୍ମିକ ଓ ଅଧାର୍ମିକମାନଙ୍କୁ ଉଠାଇବେ” (ଦେଖ: [[rc://*/ta/man/translate/figs-abstractnouns]])
# the righteous and the wicked
ଏହି ନାମବାଚକ ବିଶେଷଣଗୁଡିକ ଧାର୍ମିକ ଓ ଦୁଷ୍ଟ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଧାର୍ମିକ ଓ ଦୁଷ୍ଟ ଲୋକମାନେ” କିମ୍ବା “ଯେଉଁମାନେ ଉତ୍ତମ କାର୍ଯ୍ୟ କରିଛନ୍ତି ଓ ଯେଉଁମାନେ ମନ୍ଦ କାର୍ଯ୍ୟ କରିଛନ୍ତି” (ଦେଖ: [[rc://*/ta/man/translate/figs-nominaladj]])