or_tn/act/24/05.md

16 lines
1.7 KiB
Markdown

# this man to be a pest
ଏହା ପାଉଲଙ୍କ ବିଷୟରେ କୁହେ ଯେ ସତେ ଯେପରି ସେ ଗୋଟିଏ ମହାମାରୀ ଯାହା ଜଣେ ଲୋକଠାରୁ ଆଉ ଜଣେ ଲୋକକୁ ବ୍ୟାପିଯାଏ I ବିକଳ୍ପ ଅନୁବାଦ: “ଏହି ଲୋକ ଜଣେ ସମସ୍ୟା ସୃଷ୍ଟିକାରୀ” (ଦେଖ: [[rc://*/ta/man/translate/figs-metaphor]])
# all the Jews throughout the world
ଏଠାରେ “ସମସ୍ତ” ଶବ୍ଦ ସମ୍ଭବତଃ ଏକ ଅତିରଂଜନ, ଯାହା ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗକୁ ଦୃଢ଼ କରିବାପାଇଁ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-hyperbole]])
# He is a leader of the Nazarene sect
“ନାଜରିତୀୟ ଦଳ” ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇବାପାଇଁ ଆଉ ଏକ ନାମ I ବିକଳ୍ପ ଅନୁବାଦ: “ସେ ମଧ୍ୟ ଆଉ ଗୋଟିଏ ପୂରା ଦଳର ନେତୃତ୍ବ ନେଉଛନ୍ତି, ଯାହାକୁ ଲୋକମାନେ ନାଜରିତୀୟମାନଙ୍କର ଅନୁଗମନକାରୀ ବୋଲି କହୁଛନ୍ତି” (ଦେଖ: [[rc://*/ta/man/translate/figs-explicit]])
# sect
ଏହା ଗୋଟିଏ ବଡ଼ ଦଳ ମଧ୍ୟରେ ଲୋକମାନଙ୍କର ଗୋଟିଏ ଛୋଟ ଦଳ I ତର୍ତ୍ତୁଲ୍ଲ ଯିହୂଦୀ ଧର୍ମ ମଧ୍ୟରେ ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ଛୋଟ ଦଳ ବୋଲି ବିବେଚନା କରୁଛନ୍ତି I