or_tn/act/24/05.md

1.7 KiB

this man to be a pest

ଏହା ପାଉଲଙ୍କ ବିଷୟରେ କୁହେ ଯେ ସତେ ଯେପରି ସେ ଗୋଟିଏ ମହାମାରୀ ଯାହା ଜଣେ ଲୋକଠାରୁ ଆଉ ଜଣେ ଲୋକକୁ ବ୍ୟାପିଯାଏ I ବିକଳ୍ପ ଅନୁବାଦ: “ଏହି ଲୋକ ଜଣେ ସମସ୍ୟା ସୃଷ୍ଟିକାରୀ” (ଦେଖ: rc://*/ta/man/translate/figs-metaphor)

all the Jews throughout the world

ଏଠାରେ “ସମସ୍ତ” ଶବ୍ଦ ସମ୍ଭବତଃ ଏକ ଅତିରଂଜନ, ଯାହା ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗକୁ ଦୃଢ଼ କରିବାପାଇଁ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-hyperbole)

He is a leader of the Nazarene sect

“ନାଜରିତୀୟ ଦଳ” ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇବାପାଇଁ ଆଉ ଏକ ନାମ I ବିକଳ୍ପ ଅନୁବାଦ: “ସେ ମଧ୍ୟ ଆଉ ଗୋଟିଏ ପୂରା ଦଳର ନେତୃତ୍ବ ନେଉଛନ୍ତି, ଯାହାକୁ ଲୋକମାନେ ନାଜରିତୀୟମାନଙ୍କର ଅନୁଗମନକାରୀ ବୋଲି କହୁଛନ୍ତି” (ଦେଖ: rc://*/ta/man/translate/figs-explicit)

sect

ଏହା ଗୋଟିଏ ବଡ଼ ଦଳ ମଧ୍ୟରେ ଲୋକମାନଙ୍କର ଗୋଟିଏ ଛୋଟ ଦଳ I ତର୍ତ୍ତୁଲ୍ଲ ଯିହୂଦୀ ଧର୍ମ ମଧ୍ୟରେ ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ଛୋଟ ଦଳ ବୋଲି ବିବେଚନା କରୁଛନ୍ତି I