or_tn/act/24/04.md

729 B
Raw Permalink Blame History

General Information:

“ଆମ୍ଭେମାନେ” ଶବ୍ଦଟି ହାନାନ୍, କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

So that I detain you no more

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏଥିପାଇଁ ମୁଁ ଆପଣଙ୍କର ଅଧିକ ସମୟ ନେବି ନାହିଁ” କିମ୍ବା ) ଏଥିପାଇଁ ମୁଁ ଆପଣଙ୍କୁ କ୍ଲାନ୍ତ କରିବି ନାହିଁ”

briefly listen to me with kindness

ଦୟାକରି ମୋହର ଅଳ୍ପ କଥାକୁ ଶୁଣନ୍ତୁ