# General Information: “ଆମ୍ଭେମାନେ” ଶବ୍ଦଟି ହାନାନ୍, କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]]) # So that I detain you no more ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏଥିପାଇଁ ମୁଁ ଆପଣଙ୍କର ଅଧିକ ସମୟ ନେବି ନାହିଁ” କିମ୍ବା ୨) ଏଥିପାଇଁ ମୁଁ ଆପଣଙ୍କୁ କ୍ଲାନ୍ତ କରିବି ନାହିଁ” # briefly listen to me with kindness ଦୟାକରି ମୋହର ଅଳ୍ପ କଥାକୁ ଶୁଣନ୍ତୁ