or_tn/act/23/34.md

949 B
Raw Permalink Blame History

General Information:

ଏଠାରେ ପ୍ରଥମ ଓ ଦ୍ବିତୀୟ “ସେ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ, ତୃତୀୟ “ସେ” ଓ “ତାହାଙ୍କୁ” ଶବ୍ଦ ପାଉଲଙ୍କୁ ଓ ଶେଷ “ସେ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I “ତୁମ୍ଭେ” ଓ “ତୁମ୍ଭର” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I

he asked what province Paul was from. When

ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ପାଉଲଙ୍କୁ ପଚାରିଲେ, 'ତୁମ୍ଭେ କେଉଁ ପ୍ରଦେଶର ଲୋକ? ଯେତେବେଳେ” (ଦେଖ: rc://*/ta/man/translate/figs-quotations)