or_tn/act/23/34.md

8 lines
949 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ ପ୍ରଥମ ଓ ଦ୍ବିତୀୟ “ସେ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ, ତୃତୀୟ “ସେ” ଓ “ତାହାଙ୍କୁ” ଶବ୍ଦ ପାଉଲଙ୍କୁ ଓ ଶେଷ “ସେ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I “ତୁମ୍ଭେ” ଓ “ତୁମ୍ଭର” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I
# he asked what province Paul was from. When
ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ପାଉଲଙ୍କୁ ପଚାରିଲେ, 'ତୁମ୍ଭେ କେଉଁ ପ୍ରଦେଶର ଲୋକ? ଯେତେବେଳେ” (ଦେଖ: [[rc://*/ta/man/translate/figs-quotations]])