or_tn/act/23/28.md

832 B

General Information:

ଏଠାରେ “ମୁଁ” ଶବ୍ଦ ପ୍ରଧାନ ସେନାପତି କ୍ଲାଉଦିଅ ଲୂସିୟାଙ୍କୁ ବୁଝାଏ I

General Information:

“ସେମାନେ” ଶବ୍ଦଟି ପାଉଲଙ୍କୁ ଦୋଷାରୋପ କରୁଥିବା ଯିହୂଦୀମାନଙ୍କର ଦଳକୁ ବୁଝାଏ I

General Information:

“ଆପଣ” ଶବ୍ଦଟି ଏକବଚନ ଓ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Connecting Statement:

ପ୍ରଧାନ ସେନାପତି ଶାସନକର୍ତ୍ତା ଫେଲିକ୍ସଙ୍କୁ ଲେଖୁଥିବା ଆପଣା ପତ୍ର ଶେଷ କରୁଛନ୍ତି I