# General Information: ଏଠାରେ “ମୁଁ” ଶବ୍ଦ ପ୍ରଧାନ ସେନାପତି କ୍ଲାଉଦିଅ ଲୂସିୟାଙ୍କୁ ବୁଝାଏ I # General Information: “ସେମାନେ” ଶବ୍ଦଟି ପାଉଲଙ୍କୁ ଦୋଷାରୋପ କରୁଥିବା ଯିହୂଦୀମାନଙ୍କର ଦଳକୁ ବୁଝାଏ I # General Information: “ଆପଣ” ଶବ୍ଦଟି ଏକବଚନ ଓ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]]) # Connecting Statement: ପ୍ରଧାନ ସେନାପତି ଶାସନକର୍ତ୍ତା ଫେଲିକ୍ସଙ୍କୁ ଲେଖୁଥିବା ଆପଣା ପତ୍ର ଶେଷ କରୁଛନ୍ତି I