or_tn/act/23/12.md

1.2 KiB

Connecting Statement:

ପାଉଲ ଗଡ଼ର କାରାଗାରରେ ଥିବା ସମୟରେ ଅବିଶ୍ବାସୀ ଧର୍ମନିଷ୍ଠ ଯିହୂଦୀମାନେ ପାଉଲଙ୍କୁ ବଧ କରିବାକୁ ଶପଥ ନେଲେ I

formed a conspiracy

ପାଉଲଙ୍କୁ ବଧ କରିବାନିମନ୍ତେ ଏକା ଉଦ୍ଦେଶ୍ୟଥିବା ଲୋକମାନେ ଦଳବଦ୍ଧ ହେଲେ

called a curse down upon themselves with an oath

ବିଶେଷ୍ୟ ପଦ “ଅଭିଶାପ”କୁ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ଏହା ମଧ୍ୟ ସ୍ପଷ୍ଟ କରାଯାଇପାରିବ ଯେ କେଉଁ ବିଷୟ ସେମାନଙ୍କୁ ଅଭିଶପ୍ତ କରାଇବ I ବିକଳ୍ପ ଅନୁବାଦ: “ସେମାନେ ଯାହା ଶପଥ କରିଛନ୍ତି, ତାହା ନ କଲେ ଇଶ୍ବର ସେମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ନିବେଦନ କଲେ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-explicit]])