or_tn/act/23/12.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଗଡ଼ର କାରାଗାରରେ ଥିବା ସମୟରେ ଅବିଶ୍ବାସୀ ଧର୍ମନିଷ୍ଠ ଯିହୂଦୀମାନେ ପାଉଲଙ୍କୁ ବଧ କରିବାକୁ ଶପଥ ନେଲେ I
# formed a conspiracy
ପାଉଲଙ୍କୁ ବଧ କରିବାନିମନ୍ତେ ଏକା ଉଦ୍ଦେଶ୍ୟଥିବା ଲୋକମାନେ ଦଳବଦ୍ଧ ହେଲେ
# called a curse down upon themselves with an oath
ବିଶେଷ୍ୟ ପଦ “ଅଭିଶାପ”କୁ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ଏହା ମଧ୍ୟ ସ୍ପଷ୍ଟ କରାଯାଇପାରିବ ଯେ କେଉଁ ବିଷୟ ସେମାନଙ୍କୁ ଅଭିଶପ୍ତ କରାଇବ I ବିକଳ୍ପ ଅନୁବାଦ: “ସେମାନେ ଯାହା ଶପଥ କରିଛନ୍ତି, ତାହା ନ କଲେ ଇଶ୍ବର ସେମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ନିବେଦନ କଲେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-explicit]])