or_tn/act/23/10.md

1.7 KiB

When there arose a great argument

“ଏକ ମହା ବିବାଦ”କୁ “ତୀବ୍ର ଯୁକ୍ତିତର୍କ” ବୋଲି ଭିନ୍ନ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ""ଯେତେବେଳେ ସେମାନେ ତୀବ୍ର ଭାବରେ ଯୁକ୍ତିତର୍କ କଲେ” (ଦେଖ: rc://*/ta/man/translate/figs-abstractnouns)

chief captain

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟ ଉପରେ ନେତା

Paul would be torn to pieces by them

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I “ଖଣ୍ଡବିଖଣ୍ଡ ହୁଅନ୍ତି” ବାକ୍ୟାଂଶଟି ଲୋକମାନେ କିପରି ପାଉଲଙ୍କର କ୍ଷତି କରିପାରନ୍ତି, ତାକୁ ବୁଝାଇବାପାଇଁ ଏକ ଅତିରଞ୍ଜନ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କୁ ଖଣ୍ଡବିଖଣ୍ଡ କରିପାରନ୍ତି” କିମ୍ବା “ସେମାନେ ପାଉଲଙ୍କର ଘୋର ଶାରୀରିକ କ୍ଷତି ଘଟାଇବେ” (ଦେଖ: rc://*/ta/man/translate/figs-activepassive)

take him by force

ବଳପୂର୍ବକ ତାହାଙ୍କୁ ନେଇଯାଅ

into the fortress

ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I ପ୍ରେରିତ ୨୧:୩୪ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I