or_tn/act/23/09.md

1.1 KiB

So a large uproar occurred

ଏଥିରେ ସେମାନେ ପରସ୍ପର ପ୍ରତି ପାଟି କରିବାକୁ ଲାଗିଲେ I “ଏଥିରେ” ଶବ୍ଦ ଗୋଟିଏ ଘଟଣାକୁ ଚିହ୍ନଟ କରୁଛି, କାରଣ ଆଗରୁ କିଛି ଗୋଟାଏ ଘଟିଛି I ଏ କ୍ଷେତ୍ରରେ, ପୂର୍ବ ଘଟଣାଟି ହେଉଛି, ପାଉଲ ପୁନରୁତ୍ଥାନରେ ବିଶ୍ବାସ କରନ୍ତି ବୋଲି କହିବା I

What if a spirit or an angel has spoken to him?

ଫାରୂଶୀମାନେ ସାଦ୍ଦୁକୀମାନଙ୍କୁ ଅନୁଯୋଗ କରୁଛନ୍ତି ଯେ ପ୍ରକୃତରେ ଆତ୍ମାଗଣ ଓ ଦୂତମାନେ ଅଛନ୍ତି ଓ ଲୋକମାନଙ୍କୁ କଥା କହିପାରନ୍ତି I ବିକଳ୍ପ ଅନୁବାଦ: “ହୁଏତ ଜଣେ ଆତ୍ମା ଅବା ଦୂତ ତାହାଙ୍କ ସହିତ କଥା କହିଛନ୍ତି!” (ଦେଖ: rc://*/ta/man/translate/figs-hypo)