# So a large uproar occurred ଏଥିରେ ସେମାନେ ପରସ୍ପର ପ୍ରତି ପାଟି କରିବାକୁ ଲାଗିଲେ I “ଏଥିରେ” ଶବ୍ଦ ଗୋଟିଏ ଘଟଣାକୁ ଚିହ୍ନଟ କରୁଛି, କାରଣ ଆଗରୁ କିଛି ଗୋଟାଏ ଘଟିଛି I ଏ କ୍ଷେତ୍ରରେ, ପୂର୍ବ ଘଟଣାଟି ହେଉଛି, ପାଉଲ ପୁନରୁତ୍ଥାନରେ ବିଶ୍ବାସ କରନ୍ତି ବୋଲି କହିବା I # What if a spirit or an angel has spoken to him? ଫାରୂଶୀମାନେ ସାଦ୍ଦୁକୀମାନଙ୍କୁ ଅନୁଯୋଗ କରୁଛନ୍ତି ଯେ ପ୍ରକୃତରେ ଆତ୍ମାଗଣ ଓ ଦୂତମାନେ ଅଛନ୍ତି ଓ ଲୋକମାନଙ୍କୁ କଥା କହିପାରନ୍ତି I ବିକଳ୍ପ ଅନୁବାଦ: “ହୁଏତ ଜଣେ ଆତ୍ମା ଅବା ଦୂତ ତାହାଙ୍କ ସହିତ କଥା କହିଛନ୍ତି!” (ଦେଖ: [[rc://*/ta/man/translate/figs-hypo]])