or_tn/act/23/05.md

532 B

For it is written

ବ୍ୟବସ୍ଥାରେ ମୋଶା ଯାହା ଲେଖିଥିଲେ, ପାଉଲ ତାହା ଉଦ୍ଧୃତ କରିବାକୁ ଉଦ୍ୟତ ଥିଲେ Iଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ମୋଶା ବ୍ୟବସ୍ଥାରେ ଲେଖିଥିଲେ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])