# For it is written ବ୍ୟବସ୍ଥାରେ ମୋଶା ଯାହା ଲେଖିଥିଲେ, ପାଉଲ ତାହା ଉଦ୍ଧୃତ କରିବାକୁ ଉଦ୍ୟତ ଥିଲେ Iଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ମୋଶା ବ୍ୟବସ୍ଥାରେ ଲେଖିଥିଲେ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])