or_tn/act/22/25.md

1.0 KiB

General Information:

ଏଠାରେ “ସେମାନେ” ଶବ୍ଦଟି ସୈନ୍ୟମାନଙ୍କୁ ବୁଝାଏ I

the thongs

ଏଗୁଡିକ ଚମଡା ପଟି କିମ୍ବା ପଶୁ ଚର୍ମ ଥିଲା I

Is it lawful for you to scourge a man who is a Roman and who has not been put on trial?

ସେ ତାହାଙ୍କ ସୈନ୍ୟମାନଙ୍କ ଦ୍ବାରା ତାଙ୍କୁ ପ୍ରହାର କରାଇବାର ବୈଧତା ପରୀକ୍ଷା କରିବାକୁ ପାଉଲ ଶତସେନାପତିଙ୍କୁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଜଣେ ରୋମୀୟ ବ୍ୟକ୍ତିକୁ ଆପଣା ପକ୍ଷ ରଖିବା ନିମନ୍ତେ ଆଇନଗତ ଅଧିକାର ନ ଦେଇ ପ୍ରହାର କରିବା ଆପଣଙ୍କ ପକ୍ଷରେ ଆଇନସଙ୍ଗତ ନୁହେଁ !” (ଦେଖ: rc://*/ta/man/translate/figs-rquestion)