or_tn/act/22/25.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନେ” ଶବ୍ଦଟି ସୈନ୍ୟମାନଙ୍କୁ ବୁଝାଏ I
# the thongs
ଏଗୁଡିକ ଚମଡା ପଟି କିମ୍ବା ପଶୁ ଚର୍ମ ଥିଲା I
# Is it lawful for you to scourge a man who is a Roman and who has not been put on trial?
ସେ ତାହାଙ୍କ ସୈନ୍ୟମାନଙ୍କ ଦ୍ବାରା ତାଙ୍କୁ ପ୍ରହାର କରାଇବାର ବୈଧତା ପରୀକ୍ଷା କରିବାକୁ ପାଉଲ ଶତସେନାପତିଙ୍କୁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଜଣେ ରୋମୀୟ ବ୍ୟକ୍ତିକୁ ଆପଣା ପକ୍ଷ ରଖିବା ନିମନ୍ତେ ଆଇନଗତ ଅଧିକାର ନ ଦେଇ ପ୍ରହାର କରିବା ଆପଣଙ୍କ ପକ୍ଷରେ ଆଇନସଙ୍ଗତ ନୁହେଁ !” (ଦେଖ: [[rc://*/ta/man/translate/figs-rquestion]])