or_tn/act/22/23.md

815 B

As they were

ଆଉ ଯେତେବେଳେ ସେମାନେ I ଦୁଇଟି ଘଟଣା ଏକ ସମୟରେ ଘଟୁଥିବା ବିଷୟକୁ ଚିହ୍ନଟ କରିବାପାଇଁ “ଯେତେବେଳେ ସେମାନେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି I

throwing off their cloaks, and throwing dust into the air

ଏହି କର୍ମଗୁଡିକ ଦର୍ଶାଉଛି ଯେ ଯିହୂଦୀମାନେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ପାଉଲ ଈଶ୍ବରଙ୍କ ବିରୁଦ୍ଧରେ କଥା କହୁଛନ୍ତି I (ଦେଖ: rc://*/ta/man/translate/translate-symaction)